ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାର କାର୍ଯ୍ୟ
							ଉଦାହରଣ : 
							ପରିବହନ ପାଇଁ ପରିବାହକର ଆବଶ୍ୟକତା ହେବ
							
ଅନ୍ୟ ଭାଷାରେ ଅନୁବାଦ :
The act of moving something from one location to another.
conveyance, transfer, transferral, transport, transportationଅର୍ଥ : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା
							ଉଦାହରଣ : 
							ଜିନିଷପତ୍ର ବହନ କରିବାପାଇଁ  ସେ କୁଲିକୁ ଡାକିଲା
							
ସମକକ୍ଷ : ବହନ
ଅନ୍ୟ ଭାଷାରେ ଅନୁବାଦ :
The act of moving something from one location to another.
conveyance, transfer, transferral, transport, transportationଅର୍ଥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
							ଉଦାହରଣ : 
							ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
							
ସମକକ୍ଷ : ଗମନାଗମନ, ଯାତାୟାତ, ଯିବାଆସିବା
ଅନ୍ୟ ଭାଷାରେ ଅନୁବାଦ :
A facility consisting of the means and equipment necessary for the movement of passengers or goods.
transit, transportation, transportation system