ଅର୍ଥ : ବୋହିବା ମଜୁରି
							ଉଦାହରଣ : 
							ସେ ଗୋଟିଏ ଟ୍ରକ୍ ଭୁସିର ବୁହାଣ ମଜୁରି ଏକ ହଜାର ଟଙ୍କା ନେଲା
							
ସମକକ୍ଷ : ଖଲାସୀ ମଜୁରି, ବୁହାଣ ମଜୁରି, ବୁହାଣ ମୂଲ, ବୋହିବା ମଜୁରି, ବୋହିବା ମୂଲ
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.ଅର୍ଥ : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ
							ଉଦାହରଣ : 
							ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?
							
ଅନ୍ୟ ଭାଷାରେ ଅନୁବାଦ :
किसी सवारी पर चढ़ने के लिए दिया जाने वाला कुछ निश्चित धन।
यहाँ से दिल्ली का किराया कितना है?