ଅର୍ଥ : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
							ଉଦାହରଣ : 
							ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
							
ସମକକ୍ଷ : ପରିବାର ବର୍ଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପୁରୁଷର ବଂଶଜ
							ଉଦାହରଣ : 
							ତାଙ୍କ ପରିବାରରେ ଏକତା ଅଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ
							ଉଦାହରଣ : 
							ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ
							
ଅନ୍ୟ ଭାଷାରେ ଅନୁବାଦ :