ଅର୍ଥ : ବହୁତ ସୁନ୍ଦର ସ୍ତ୍ରୀ
							ଉଦାହରଣ : 
							ଭାରତରେ ଐଶ୍ୱର୍ୟ ରାୟଙ୍କ ଭଳି ପରୀ କମ୍ ନାହାନ୍ତି
							
ସମକକ୍ଷ : ପରମସୁନ୍ଦରୀ, ବିଶ୍ୱସୁନ୍ଦରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଫରାସୀ ଅନୁଶ୍ରୁତି ଅନୁସାରେ କାଫ ପର୍ବତରେ ବସବାସ କରୁଥିବା ଡେଣାଯୁକ୍ତ କଳ୍ପିତ ପରମ ସୁନ୍ଦର ସ୍ତ୍ରୀ
							ଉଦାହରଣ : 
							ମାଆ ତା ପିଲାଙ୍କୁ ପରୀ କାହାଣୀ ଶୁଣାଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
फ़ारस की अनुश्रुति के अनुसार काफ़ पर्वत पर बसनेवाली परों से युक्त कल्पित परम सुंदर स्त्री।
माँ अपने बच्चे को परियों की कहानी सुना रही है।