ଅର୍ଥ : ପରୀକ୍ଷାର ଯେଉଁ ଫଳାଫଳରୁ ପରୀକ୍ଷାର୍ଥୀମାନଙ୍କ ଉତ୍ତୀର୍ଣ୍ଣ ବା ଉତ୍ତୀର୍ଣ୍ଣ ନହେବାର ସୂଚନା ମିଳିଥାଏ
							ଉଦାହରଣ : 
							ଏ ବର୍ଷ ପରୀକ୍ଷା ଫଳ ବହୁତ ଭଲ ହୋଇଛି
							
ସମକକ୍ଷ : ପରୀକ୍ଷା ପରିଣାମ, ରେଜଲ୍ଟ
ଅନ୍ୟ ଭାଷାରେ ଅନୁବାଦ :
परीक्षा का परिणाम जिससे परीक्षार्थी के उत्तीर्ण या अनुत्तीर्ण होने का पता चलता है।
इस साल का परीक्षा फल बहुत ही अच्छा रहा।