ଅର୍ଥ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
							ଉଦାହରଣ : 
							ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଶୁଗୁଡ଼ିକର ପଲ
							ଉଦାହରଣ : 
							ଜଙ୍ଗଲରେ ଗୋରୁପଲ ଚରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
चौपायों का झुंड।
जंगल में गायों की रास चर रही है।A group of animals.
animal groupଅର୍ଥ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
							ଉଦାହରଣ : 
							ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
							
ସମକକ୍ଷ : ଗଣ, ଗୋଠ, ଦଳ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
ଅନ୍ୟ ଭାଷାରେ ଅନୁବାଦ :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.