ଅର୍ଥ : ଯେ ପଶୁମାନଙ୍କୁ ଚିକିତ୍ସା କରନ୍ତି
							ଉଦାହରଣ : 
							ପଶୁ ଚିକିତ୍ସକ ପହଞ୍ଚିବା ପୂର୍ବରୁହିଁ ଗାଈଟି ମରିଯାଇଥିଲା
							
ସମକକ୍ଷ : ପଶୁ ଚିକିତ୍ସକ, ପଶୁଡାକ୍ତର
ଅନ୍ୟ ଭାଷାରେ ଅନୁବାଦ :
वह जो पशुओं की चिकित्सा करता हो।
पशु-चिकित्सक के पहुँचने से पहले ही गाय मर गई।