ଅର୍ଥ : ୟୁରୋପ,ଆମେରିକା ଆଦିର ଦେଶ
							ଉଦାହରଣ : 
							ଆଜିକାଲି ଅଧିକାଂଶ ଭାରତୀୟ ପଶ୍ଚିମର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂର୍ଯ୍ୟ ଅସ୍ତ ହେବାର ଦିଗ ବା ପୂର୍ବଦିଗର ସାମନା ଦିଗ
							ଉଦାହରଣ : 
							ମୋ ଘର ଏହିଠାରୁ ପଶ୍ଚିମରେ
							
ସମକକ୍ଷ : ପଶ୍ଚିମ ଦିଗ, ପଶ୍ଚିମ ଦିଶା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଦୁଇଶହ ସତୁରୀ ଡିଗ୍ରୀ ଉପରେ ହୋଇଥାଏ
							ଉଦାହରଣ : 
							ପଶ୍ଚିମ ସର୍ବଦା ପଶ୍ଚିମ ଦିଗଆଡ଼କୁ ହିଁ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :