ଅର୍ଥ : ଯେ ତରଳ ପଦାର୍ଥ ତଥା ଗ୍ୟାସକୁ ନିଜ ଭିତର ଦେଇ ଯିବାକୁ ଦିଏ
							ଉଦାହରଣ : 
							ବେଙ୍ଗର ତ୍ୱଚା ପାରଗମ୍ୟ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
Allowing fluids or gases to pass or diffuse through.
Permeable membranes.ଅର୍ଥ : ଯାହାକୁ ପାରି କରାଯାଇପାରେ
							ଉଦାହରଣ : 
							ଏହି ଘନ ଜଙ୍ଗଲ ପାରଗମ୍ୟ ନୁହେଁ
							
ଅନ୍ୟ ଭାଷାରେ ଅନୁବାଦ :