ଅର୍ଥ : ମାଟିର ଶିବଲିଙ୍ଗ
							ଉଦାହରଣ : 
							ମୋ ମାଆ ସବୁଦିନେ ପାର୍ଥିବ ପୂଜା କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୃଥିବୀର ବା ପୃଥିବୀ ସହ ସମ୍ବନ୍ଧିତ
							ଉଦାହରଣ : 
							ଆମେସବୁ ପାର୍ଥିବ ବସ୍ତୁର ମୋହରେ ପଛୁ
							
ଅନ୍ୟ ଭାଷାରେ ଅନୁବାଦ :
Of or belonging to or characteristic of this earth as distinguished from heaven.
Earthly beings.