ଅର୍ଥ : କବାଡି ଆଦିର ଖେଳରେ ସୀମାପାଇଁ ଭୂଇଁରେ ଗଭୀର କରି ଗାରଟାଣି ଦୁଇ ପକ୍ଷ ନିମନ୍ତେ ସ୍ଥିର କରାଯାଇଥିବା ଭିନ୍ନଭିନ୍ନ ନିର୍ଦ୍ଧାରିତ କ୍ଷେତ୍ର
							ଉଦାହରଣ : 
							ଖେଳାଳି ପାଲିରେ ପଶିବାକ୍ଷଣି ବିପକ୍ଷଦଳ ତାକୁ କାବୁ କରିଦେଲେ
							
ସମକକ୍ଷ : ପାହି
ଅନ୍ୟ ଭାଷାରେ ଅନୁବାଦ :
कबड्डी आदि के खेलों में दोनों पक्षों के लिए अलग-अलग निर्धारित क्षेत्र जिसकी सीमा प्रायः जमीन पर गहरी लकीर खींचकर स्थिर की जाती है।
खिलाड़ी के पाले में घुसते ही विपक्षियों ने उसे दबोच लिया।ଅର୍ଥ : କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ
							ଉଦାହରଣ : 
							ଏ ଥାଳିର ଫନ୍ଦ ବହୁତ ପତଳା
							
ଅନ୍ୟ ଭାଷାରେ ଅନୁବାଦ :