ଅର୍ଥ : ଜଣେ ପୌରାଣିକ ଋଷି
							ଉଦାହରଣ : 
							ପିତାମହ କିଛି ଧର୍ମଗ୍ରନ୍ଥ ମଧ୍ୟ ଲେଖିଥିଲେ
							
ସମକକ୍ଷ : ପିତାମହ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sageଅର୍ଥ : ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ
							ଉଦାହରଣ : 
							ନାରଦ ବ୍ରହ୍ମାଙ୍କ ବରଦ ପୁତ୍ର
							
ସମକକ୍ଷ : ଚତୁର୍ମୁଖ, ପଦ୍ମଯୋନି, ପ୍ରଜାପତି, ବିଧାତା, ବ୍ରହ୍ମା, ହଂସବାହନ, ହିରଣ୍ୟଗର୍ଭ
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के एक देवता जो सृष्टि के सृजक माने जाते हैं।
नारद ब्रह्मा के वरद पुत्र हैं।The Creator. One of the three major deities in the later Hindu pantheon.
brahmaଅର୍ଥ : ଗଙ୍ଗାଙ୍କ ଗର୍ଭରୁ ଜନ୍ମ ନେଇଥିବା ରାଜା ଶାନ୍ତନୁଙ୍କ ପୁଅ
							ଉଦାହରଣ : 
							ଭୀଷ୍ମ ସାରାଜୀବନ ବ୍ରହ୍ମଚର୍ଯ୍ୟ ପାଳନ କଲେ
							
ସମକକ୍ଷ : ଗାଙ୍ଗେୟ, ଦେବବ୍ରତ, ଭୀଷ୍ମ
ଅନ୍ୟ ଭାଷାରେ ଅନୁବାଦ :
गंगा के गर्भ से उत्पन्न राजा शांतनु के पुत्र।
भीष्म ने आजीवन ब्रह्मचर्य का पालन किया।An imaginary being of myth or fable.
mythical being