ଅର୍ଥ : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ
							ଉଦାହରଣ : 
							ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି
							
ସମକକ୍ଷ : ପୁରୁଷ
ଅନ୍ୟ ଭାଷାରେ ଅନୁବାଦ :
Group of genetically related organisms constituting a single step in the line of descent.
generation