ଅର୍ଥ : କୌଣସି କରାଯାଇଥିବା କାମକୁ ପରୀକ୍ଷାନିରୀକ୍ଷା ପାଇଁ ଆଉଥରେ ଭଲଭାବରେ ଦେଖିବା
							ଉଦାହରଣ : 
							ପ୍ରଶ୍ନ ସମାଧାନ କରିସାରିଲା ପରେ ପରୀକ୍ଷାର୍ଥୀ ଉତ୍ତରପୁସ୍ତିକାକୁ ଆଉଥରେ ଦେଖୁଥିଲେ
							
ସମକକ୍ଷ : ଆଉଥରେ ଦେଖିବା, ଦୋହରାଇବା, ପୁନରାବୃତ୍ତି କରିବା
ଅନ୍ୟ ଭାଷାରେ ଅନୁବାଦ :
किसी किए हुए काम को जाँचने के लिए फिर से अच्छी तरह देखना।
प्रश्न हल करने के बाद परीक्षार्थी उत्तरपुस्तिका को दुहरा रहे हैं।