ଅର୍ଥ : କାଳ, ବସ୍ତୁ ଆଦିର ଦୁଇ ଅର୍ଦ୍ଧ ଭାଗରୁ ଆରମ୍ଭ ବା ପ୍ରଥମ ଅଧା ଭାଗ
							ଉଦାହରଣ : 
							ଏ ମାସର  ପୂର୍ବାର୍ଦ୍ଧ ମୋ ପାଇଁ ବହୁତ ଭଲ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
काल, वस्तु आदि के दो अर्ध भागों में से शुरू का या पहला आधा भाग।
इस महीने का पूर्वार्द्ध मेरे लिए बहुत अच्छा रहा।