ଅର୍ଥ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
							ଉଦାହରଣ : 
							ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
							ଉଦାହରଣ : 
							ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାହାଜ ବା ନାଆର ଢାଞ୍ଚା
							ଉଦାହରଣ : 
							ଜାହାଜର ପେଟର ଅଧିକାଂଶ ପାଣିରେ ରହେ
							
ଅନ୍ୟ ଭାଷାରେ ଅନୁବାଦ :