ଅର୍ଥ : ଚକିରେ ରଖି ପେଷିବା
							ଉଦାହରଣ : 
							ତୁମେ ଏକ ଘଣ୍ଟାରେ କେତେ ଦାନା ଚୂରିପାରିବ?
							
ସମକକ୍ଷ : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା
							ଉଦାହରଣ : 
							ସେ ଗହମ ପେଷୁଛି
							
ସମକକ୍ଷ : ଚୂନା କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଟାକଳରେ ପେଷାଯିବା
							ଉଦାହରଣ : 
							ଗହମ ପେଷାଯାଇଛି
							
ସମକକ୍ଷ : ଗୁଣ୍ଡକରିବା, ଚୂନାକରିବା, ଚୂରିବା, ଚୂର୍ଣ୍ଣକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା
							ଉଦାହରଣ : 
							ହାଲୁଆ ଦୋକାନୀ ସେଓ ଚୂରୁଛି
							
ସମକକ୍ଷ : ଖଣ୍ଡଖଣ୍ଡ କରିବା, ଗୁଣ୍ଡ କରିବା, ଚୂନା କରିବା, ଚୂରିବା
ଅନ୍ୟ ଭାଷାରେ ଅନୁବାଦ :
Break or fall apart into fragments.
The cookies crumbled.