ଅର୍ଥ : କୌଣସି ରୋଗର କ୍ରମାଗତ ପ୍ରଭାବ
							ଉଦାହରଣ : 
							ତାଙ୍କ ଗାଁରେ ଏବେବି ହଇଜାର ପ୍ରକୋପ କମିନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅତ୍ୟଧିକ କୋପ ବା କ୍ରୋଧ
							ଉଦାହରଣ : 
							ଦେବୀଙ୍କ ପ୍ରକୋପରୁ ରକ୍ଷାପାଇବାକୁ ହେଲେ ପୂଜା ପାଠ ଆବଶ୍ୟକ ବୋଲି ଗୁଣିଆ କହିଲେ
							
ଅନ୍ୟ ଭାଷାରେ ଅନୁବାଦ :