ଅର୍ଥ : ବହୁତ ନିକଟର ବା ବହୁତ ପାଖରେ
							ଉଦାହରଣ : 
							ରାମ ମୋର ଘନିଷ୍ଠ ମିତ୍ର  ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
							
ସମକକ୍ଷ : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼
ଅନ୍ୟ ଭାଷାରେ ଅନୁବାଦ :
Marked by close acquaintance, association, or familiarity.
Intimate friend.