ଅର୍ଥ : କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି
							ଉଦାହରଣ : 
							ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି
							
ସମକକ୍ଷ : ଜାତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
							ଉଦାହରଣ : 
							ଭାରତରେ ବିଭିନ୍ନ ପ୍ରକାରର ଆମ୍ବ  ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
(biology) taxonomic group whose members can interbreed.
species