ଅର୍ଥ : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ
							ଉଦାହରଣ : 
							ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ
							
ସମକକ୍ଷ : ଚଳଣି, ନିୟମ, ପରମ୍ପରା, ରୀତି, ରୀତି-ନୀତି
ଅନ୍ୟ ଭାଷାରେ ଅନୁବାଦ :
वह विचार, प्रथा या क्रम जो बहुत दिनों से प्रायः एक ही रूप में चला आया हो।
हर समाज की वैवाहिक परंपरा भिन्न होती है।