ଅର୍ଥ : ଦ୍ରବ ପଦାର୍ଥ ତଳ ଆଡ଼କୁ ଯିବାରେ ପ୍ରବୃତ୍ତ କରାଇବା
							ଉଦାହରଣ : 
							ପିଲାମାନେ ଟାଙ୍କିର ଏକତ୍ରିତ ଜଳକୁ ବୁହାଇଦେଲେ
							
ସମକକ୍ଷ : ବୁହାଇଦେବା
ଅନ୍ୟ ଭାଷାରେ ଅନୁବାଦ :
द्रव पदार्थ को नीचे की ओर जाने में प्रवृत्त करना।
बच्चे ने टंकी में एकत्रित जल को बहा दिया।ଅର୍ଥ : ପାଣିର ଧାରାରେ ପକେଇବା ବା ଛାଡ଼ିଦେବା
							ଉଦାହରଣ : 
							ହିନ୍ଦୁମାନେ ଅସ୍ଥିକୁ ନଦୀରେ ଭସାଇ ବ୍ଦିଅନ୍ତି
							
ସମକକ୍ଷ : ବିସର୍ଜନ କରିବା, ଭସାଇଦେବା
ଅନ୍ୟ ଭାଷାରେ ଅନୁବାଦ :
पानी की धारा में डाल या छोड़ देना।
हिन्दू मृतक की अस्थियों को नदी में बहाते हैं।