ଅର୍ଥ : କୌଣସି କାର୍ଯ୍ୟ କରିବାପାଇଁ ଉଚ୍ଚସ୍ୱରରେ ଉତ୍ସାହିତ କରିବା
							ଉଦାହରଣ : 
							ହଳିଆ ରହିରହି ବଳଦକୁ ଆଗକୁ ଯିବାପାଇଁ ପ୍ରରୋଚିତ କରି ହୁଙ୍କାର ଛାଡ଼ୁଥିଲା
							
ସମକକ୍ଷ : ହୁଙ୍କାର ଛାଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
Shout, as if with joy or enthusiasm.
The children whooped when they were led to the picnic table.