ଅର୍ଥ : ପ୍ରଶାସନ ବା ରାଜ୍ୟ ପରିଚାଳନା ସମ୍ବନ୍ଧୀୟ
							ଉଦାହରଣ : 
							ପ୍ରଶାସନିକ କାର୍ଯ୍ୟକୁ ଶୀଘ୍ର ସାରିବାକୁ ପଡ଼ିବ
							
ଅନ୍ୟ ଭାଷାରେ ଅନୁବାଦ :
Of or relating to or responsible for administration.
administrativeଅର୍ଥ : ଅନୁଶାସନ ସଂପର୍କୀୟ
							ଉଦାହରଣ : 
							ସଂସ୍ଥାର ଭ୍ରଷ୍ଟାଚାରୀ ସଦସ୍ୟମାନଙ୍କର ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
							
ସମକକ୍ଷ : ଅନୁଶାସନିକ
ଅନ୍ୟ ଭାଷାରେ ଅନୁବାଦ :