ଅର୍ଥ : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ରିୟା
							ଉଦାହରଣ : 
							ରାମଙ୍କ ଅଯୋଦ୍ଧା ପ୍ରସ୍ଥାନ କରିବାର ସମାଚାର ଶୁଣି ସମସ୍ତ ନଗରବାସୀଙ୍କୁ ଗଭୀର ଆଘାତ ଲାଗିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୁଦ୍ଧପାଇଁ ପ୍ରସ୍ଥାନ କରିବା କ୍ରିୟା
							ଉଦାହରଣ : 
							ରାମଙ୍କର ସେନା ଲଙ୍କାଆଡ଼କୁ ପ୍ରସ୍ଥାନ କଲେ
							
ସମକକ୍ଷ : ଗମନ, ଯାତ୍ରା, ଯୁଦ୍ଧ ଯାତ୍ରା
ଅନ୍ୟ ଭାଷାରେ ଅନୁବାଦ :
The act of invading. The act of an army that invades for conquest or plunder.
invasion