ଅର୍ଥ : ଯେଉଁ ମାନବ ନିର୍ମିତ ସ୍ଥାନରେ ଲୋକମାନେ ବସି କିଛି ଦେଖନ୍ତି ଓ ଶୁଣନ୍ତି
							ଉଦାହରଣ : 
							ପ୍ରେକ୍ଷାଳୟରେ ଗୁରୁଜୀଙ୍କ ବ୍ୟାଖ୍ୟାନ ଚାଲୁଛି
							
ସମକକ୍ଷ : ପ୍ରେକ୍ଷାଗୃହ
ଅନ୍ୟ ଭାଷାରେ ଅନୁବାଦ :
मानव निर्मित वह स्थान जहाँ बैठकर लोग कुछ देखते-सुनते हैं।
प्रेक्षागृह में गुरुजी का व्याख्यान चल रहा है।The area of a theater or concert hall where the audience sits.
auditoriumଅର୍ଥ : ଯେଉଁ ଗୃହରେ ସିନେମାଦେଖା ହୁଏ
							ଉଦାହରଣ : 
							ଏ ସହରରେ ସାତଟି ସିନେମାହଲ୍ ଅଛି
							
ସମକକ୍ଷ : ଚଳଚିତ୍ରାଳୟ, ଟକିଜ୍, ସିନେମାଘର, ସିନେମାହଲ୍
ଅନ୍ୟ ଭାଷାରେ ଅନୁବାଦ :
वह भवन जिसमें सिनेमा दिखाया जाता है।
इस शहर में सात सिनेमाघर हैं।