ଅର୍ଥ : ଗୋଟିଏ ପ୍ରକାର ପାଗଳାମୀ
							ଉଦାହରଣ : 
							ପ୍ରେତୋନ୍ମାଦ ସମ୍ପର୍କରେ ଲୋକେ ମନେ କରନ୍ତି ଯେ  ଏହା ପ୍ରେତର ପ୍ରକୋପରେ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
एक प्रकार का पागलपन।
प्रेतोन्माद के सम्बन्ध में लोगों का विचार है कि यह प्रेतों के प्रकोप से होता है।