ଅର୍ଥ : କାହା ସାଥିରେ ପ୍ରେମପୂର୍ଣ୍ଣ ବା ବାତ୍ସଲ୍ୟପୂର୍ଣ୍ଣ ବ୍ୟବହାର କରିବା
							ଉଦାହରଣ : 
							ଛୋଟ ପିଲାଙ୍କୁ ସମସ୍ତେ ଗେଲକରନ୍ତି
							
ସମକକ୍ଷ : ଆଦରକରିବା, ଗେଲକରିବା, ଭଲପାଇବା, ଶ୍ରଦ୍ଧାକରିବା
ଅନ୍ୟ ଭାଷାରେ ଅନୁବାଦ :
किसी के साथ प्रेमपूर्ण या वात्सल्यपूर्ण व्यवहार करना।
छोटे बच्चों को सभी लाड़ करते हैं।