ଅର୍ଥ : ଯାହାଙ୍କଠାରୁ ପ୍ରେରଣା ମିଳେ ବା ପ୍ରେରଣା ଦେଲାଲୋକ
							ଉଦାହରଣ : 
							ଶିକ୍ଷକଙ୍କ ପ୍ରେରଣାଦାୟକ କଥା ଶୁଣି ହିଁ ସେ ମନ ଲଗାଇ ପାଠ ପଢ଼ିଲା
							
ସମକକ୍ଷ : ପ୍ରେରଣାଦାୟକ, ପ୍ରେରଣାସ୍ପଦ
ଅନ୍ୟ ଭାଷାରେ ଅନୁବାଦ :
जिससे प्रेरणा मिले या प्रेरणा देनेवाला।
गुरुजी की प्रेरणादायक बातें सुनते ही वह मन लगाकर पढ़ने लगा।Imparting a divine influence on the mind and soul.
inspirational