ଅର୍ଥ : କୌଣସି ବସ୍ତୁ ଆଦି ଫାଟିଲେ ସେଥିରୁ ଅଲଗା ବାହାରି ପଡ଼ିଥିବା ଅଂଶ
							ଉଦାହରଣ : 
							ଗହମ ଫାଟିବାପରେ ମାଆ ଫଟାଅଂଶଗୁଡ଼ିକ ଏକାଠି କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि को फटकने पर अलग निकला हुआ उसका अंश।
गेहूँ फटकने के बाद माँ फटकन को एकत्र कर रही है।ଅର୍ଥ : ଚିରିବା ହେତୁ ସୃଷ୍ଟି ହୋଇଥିବା ଫଟା
							ଉଦାହରଣ : 
							ଅପା ସାଲୱାରର ଚିରାଅଂଶ ସିଲେଇ କରୁଛି
							
ସମକକ୍ଷ : ଚିରାଅଂଶ
ଅନ୍ୟ ଭାଷାରେ ଅନୁବାଦ :