ଅର୍ଥ : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
							ଉଦାହରଣ : 
							ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି  କୃଷକ ଫସଲ କାଟିବାକୁ ଗଲାଣି
							
ସମକକ୍ଷ : ଠିଆ ଫସଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
							ଉଦାହରଣ : 
							ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
							
ସମକକ୍ଷ : ଶସ୍ୟ
ଅନ୍ୟ ଭାଷାରେ ଅନୁବାଦ :