ଅର୍ଥ : ଅଧିକ ମାତ୍ରାରେ ବିକ୍ରିପାଇଁ ଯେଉଁ କ୍ଷେତ୍ରରେ ଫସଲ ଉତ୍ପନ୍ନ କରାଯାଏ
							ଉଦାହରଣ : 
							ଚା ବଗିଚାଗୁଡ଼ିକରେ କାମ କରିବା ମୂଲିଆମାନେ ଧର୍ମଘଟ କରିଦେଇଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
An estate where cash crops are grown on a large scale (especially in tropical areas).
plantationଅର୍ଥ : ପରିବାଆଦି ଲଗାଇବା ନିମନ୍ତେ ଘରର ଆଖପାଖରେ ଘେରା ହୋଇଥିବା ସ୍ଥାନ
							ଉଦାହରଣ : 
							ମା ବଗିଚାରେ ଲଗାଯାଇଥିବା  ଫସଲରୁ ଘାସ ବାଛୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
तरकारियाँ आदि बोने के लिए घर के आसपास का घेरा हुआ स्थान।
माँ बेढ़े में बोई हुई सब्जियों की निराई कर रही है।ଅର୍ଥ : କୌଣସି ବଗିଚାରେ ଲଗାଯାଉଥିବା ଫୁଲ,ଫଳ ବା ବନସ୍ପତି
							ଉଦାହରଣ : 
							ମାଳୀ ଗୋଟିଏ ନୂଆ ଫୁଲ ବଗିଚା ତିଆରି କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
The flowers or vegetables or fruits or herbs that are cultivated in a garden.
garden