ଅର୍ଥ : ବିନା ଲାଙ୍ଗୁଡ଼ର ବଡ଼ ମାଙ୍କଡ଼ ଯାହାର ଆକାର ମଣିଷ ସହିତ ମିଶେ
							ଉଦାହରଣ : 
							ଛୁଆମାନେ ଚିଡ଼ିଆଖାନାରେ ବଣମଣିଷକୁ ବାଦାମ ଖାଇବାକୁ ଦେଉଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
Any of various primates with short tails or no tail at all.
apeଅର୍ଥ : ମାଙ୍କଡ଼ ଠାରୁ ଉନ୍ନତ ମଣିଷ ଆକୃତିର ଗୋଟିଏ ଜଙ୍ଗଲୀ ପ୍ରାଣୀ
							ଉଦାହରଣ : 
							ଆମେ ଚିଡ଼ିଆଖାନାରେ ବଣମଣିଷ ଦେଖିଲୁ