ଅର୍ଥ : ଜଙ୍ଗଲ ସଂବନ୍ଧୀୟ କିମ୍ବା ଜଙ୍ଗଲର
							ଉଦାହରଣ : 
							ତାକୁ ଜଙ୍ଗଲୀ ଜୀବନ ବିଷୟରେ କିଛିବି ଜଣାନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଠି ଜଙ୍ଗଲ ଅଛି
							ଉଦାହରଣ : 
							କିଛି ଆଦିବାସୀ ଜାତି ଜଙ୍ଗଲିଆ ସ୍ଥାନରେ ବାସ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :