ଅର୍ଥ : ବତିଶ ପ୍ରକାରର ମସଲା ପକାଇ ପ୍ରସ୍ତୁତ କରାଯାଇଥିବା ଏକ ପ୍ରକାରର ମିଠେଇ
							ଉଦାହରଣ : 
							ଗୀତା ବତିଶା ଖାଉଛି
							
ସମକକ୍ଷ : ବତ୍ତିଶା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ବାଣ
							ଉଦାହରଣ : 
							ପିଲାମାନେ ପଡିଆରେ ବତିଶା ଫିଙ୍ଗୁଛନ୍ତି
							
ସମକକ୍ଷ : ବତ୍ତିଶା
ଅନ୍ୟ ଭାଷାରେ ଅନୁବାଦ :
Firework consisting of a small explosive charge and fuse in a heavy paper casing.
banger, cracker, firecracker