ଅର୍ଥ : ଛୋଟମାନଙ୍କଠାରେ ଅତ୍ୟନ୍ତ ସ୍ନେହ ଓ କୃପାଥିବା ବ୍ୟକ୍ତି
							ଉଦାହରଣ : 
							ଭଗବାନଙ୍କୁ ଭକ୍ତ ବତ୍ସଳ କୁହାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସନ୍ତାନ ସ୍ନେହରେ ଭରା
							ଉଦାହରଣ : 
							ପୁତ୍ର ବତ୍ସଳ ଦଶରଥ ରାମଙ୍କ ବିୟୋଗରେ ପ୍ରାଣତ୍ୟାଗ କଲେ
							
ଅନ୍ୟ ଭାଷାରେ ଅନୁବାଦ :