ଅର୍ଥ : ବଦଳିବାର କ୍ରିୟା ବା ଭାବ
							ଉଦାହରଣ : 
							ପରିବର୍ତ୍ତନ ସଂସାରର ନିୟମ
							
ସମକକ୍ଷ : ପରିବର୍ତ୍ତନ
ଅନ୍ୟ ଭାଷାରେ ଅନୁବାଦ :
An event that occurs when something passes from one state or phase to another.
The change was intended to increase sales.ଅର୍ଥ : ଯାହାର ପରିବର୍ତ୍ତନ ହୋଇଛି
							ଉଦାହରଣ : 
							ସନ୍ଥ ସମାଗମକୁ ଯିବାରୁ ତାର ହୃଦୟ ପରିବର୍ତ୍ତିତ ହେଲା
							
ସମକକ୍ଷ : ପରିଣତ, ପରିବର୍ତ୍ତିତ
ଅନ୍ୟ ଭାଷାରେ ଅନୁବାଦ :
Made or become different in some respect.
He's an altered (or changed) man since his election to Congress.ଅର୍ଥ : ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳିହେବା
							ଉଦାହରଣ : 
							ଗତମାସରେ ହିଁ ମୋର କାର୍ଯ୍ୟାଳୟ ବଦଳିଗଲା
							
ସମକକ୍ଷ : ସ୍ଥାନାନ୍ତରିତହେବା
ଅନ୍ୟ ଭାଷାରେ ଅନୁବାଦ :
एक स्थान से दूसरे स्थान पर नियुक्त होना।
पिछले महीने से ही मेरा कार्यालय बदल गया।