ଅର୍ଥ : ତ୍ୟାଗ କରିବା ବା ଛାଡ଼ିବା ଯୋଗ୍ୟ
							ଉଦାହରଣ : 
							ନିଶାଯୁକ୍ତ ପଦାର୍ଥର ସେବନ ବର୍ଜନୀୟ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ତ୍ୟାଗ କରିବା ବା ଦୂରେଇଦେବାର ଯୋଗ୍ୟ
							ଉଦାହରଣ : 
							ଚୋରୀ, ଧୂର୍ତତାଆଦି ତ୍ୟାଜ୍ୟ କର୍ମ
							
ସମକକ୍ଷ : ତ୍ୟାଜ୍ୟ, ତ୍ୟାଜ୍ୟନୀୟ, ପରିତ୍ୟାଜ୍ୟ, ବର୍ଜ୍ୟ
ଅନ୍ୟ ଭାଷାରେ ଅନୁବାଦ :