ଅର୍ଥ : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
							ଉଦାହରଣ : 
							ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
							
ସମକକ୍ଷ : ସ୍ଥିର ହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :
Remove by passing through a filter.
Filter out the impurities.ଅର୍ଥ : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
							ଉଦାହରଣ : 
							ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
							
ସମକକ୍ଷ : ଧସିଯିବା, ଭୁଷୁଡ଼ି ପଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
							ଉଦାହରଣ : 
							ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
							
ସମକକ୍ଷ : ଚେପାହୋଇଯିବା, ଦାବିହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :