ଅର୍ଥ : ବାଇଗଣ ବା ଜାମୁକୋଳି ଭଳି ନାଲି ମିଶା ନୀଳ ହୋଇଥିବା ଏକ ରଙ୍ଗ
							ଉଦାହରଣ : 
							ଚିତ୍ରକର ନିଜ ଚିତ୍ରର ଅଧିକାଂଶ ଅଂଶକୁ ବାଇଗଣୀ ରଙ୍ଗରେ ରଙ୍ଗାଇଛି
							
ସମକକ୍ଷ : ବାଇଗଣୀ
ଅନ୍ୟ ଭାଷାରେ ଅନୁବାଦ :
एक रंग जो बैगन या जामुन की तरह लाली लिए नीले रंग का होता है।
चित्रकार ने अपने चित्र का अधिकांश बैंगनी से रंगा है।