ଅର୍ଥ : କୌଣସି ଇଂରେଜୀ ମାସର ଦ୍ୱାବିଂଶତିତମ ଦିନରେ ପଡୁଥିବା ତାରିଖ
							ଉଦାହରଣ : 
							ଏମାସ ବାଇଶରୁ ତିରିଶ ପର୍ଯ୍ୟନ୍ତ ମୋର ଛୁଟି
							
ସମକକ୍ଷ : ବାଇଶ ତାରିଖ
ଅର୍ଥ : ବାଇଶ ବର୍ଷର ଆୟୁ ବା ଗଣନାରେ ବାଇଶତମ ସ୍ଥାନରେ ଆସୁଥିବା ବର୍ଷ
							ଉଦାହରଣ : 
							ତାକୁ ଏବର୍ଷ ବାଇଶ ହେଲା
							
ସମକକ୍ଷ : ବାଇଶବର୍ଷ
ଅନ୍ୟ ଭାଷାରେ ଅନୁବାଦ :
+गणना में बाईस के स्थान पर आने वाला साल।
उसका इस साल बाईसवाँ लग जाएगा।A period of time occupying a regular part of a calendar year that is used for some particular activity.
A school year.ଅର୍ଥ : କୋଡ଼ିଏ ଏବଂ ଦୁଇ
							ଉଦାହରଣ : 
							କାବ୍ୟ ପ୍ରତିଭା ପାଇଁ ଶ୍ୟାମ ବାଇଶି ବର୍ଷ ବୟସରେ ବି ପ୍ରସିଦ୍ଧ ହୋଇଗଲା
							
ଅନ୍ୟ ଭାଷାରେ ଅନୁବାଦ :