ଅର୍ଥ : ଆବଶ୍ୟକ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଏହି ପଦ ପାଇଁ ଆବଶ୍ୟକତାରୁ ଅଧିକ ଆବେଦନ ପତ୍ର ମିଳିଛି  ଏହି କାମ କରିବା ନିମନ୍ତେ ମୋପାଇଁ ତୁମର ଆବଶ୍ୟକତା ନାହିଁ
							
ସମକକ୍ଷ : ଆବଶ୍ୟକତା, ଦରକାର, ଲୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
Required activity.
The requirements of his work affected his health.