ଅର୍ଥ : କୌଣସି ବାଦ୍ୟରେ ଲଗା ଯାଇଥିବା ଚାବି ଯାହାଦ୍ୱାରା ତାହାକୁ ବଜାଯାଏ
							ଉଦାହରଣ : 
							ବାଦକ ବାଦ୍ୟଚାବି ଉପରେ ଆଙ୍ଗୁଳି ଚାଳନା କରୁଛନ୍ତି
							
ସମକକ୍ଷ : ବାଦ୍ୟଚାବି
ଅନ୍ୟ ଭାଷାରେ ଅନୁବାଦ :
वह कुंजी जो किसी वाद्य में लगी रहती है और जिसके द्वारा उसे बजाया जाता है।
वादक वाद्य कुंजी पर अपनी अंगुलियाँ फिरा रहा है।