ଅର୍ଥ : ରାଜା ବଳିଙ୍କୁ ଠକିବାପାଇଁ ଭଗବାନ ବିଷ୍ଣୁ ଗ୍ରହଣ କରିଥିବା ଏକ ଅବତାର
							ଉଦାହରଣ : 
							ବାମନ ରାଜା ବଳିଙ୍କୁ ତିନିପାଦ ଭୂମି ଦାନ ମାଗିଥିଲେ
							
ସମକକ୍ଷ : ବାମନ
ଅନ୍ୟ ଭାଷାରେ ଅନୁବାଦ :
The manifestation of a Hindu deity (especially Vishnu) in human or superhuman or animal form.
Some Hindus consider Krishna to be an avatar of the god Vishnu.