ଅର୍ଥ : କୌଣସି ବିଷୟରେ ଉଗ୍ରମତ ଥିବା ବ୍ୟକ୍ତିଙ୍କ ସିଦ୍ଧାନ୍ତ
							ଉଦାହରଣ : 
							ମନୋଜ ବାମପନ୍ଥ ଆପଣେଇ ନେଇଛି
							
ଅନ୍ୟ ଭାଷାରେ ଅନୁବାଦ :
The ideology of the political left. Belief in or support of the tenets of the political left.
leftismଅର୍ଥ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ସମର୍ଥନ କରୁଥିବା ସିଦ୍ଧାନ୍ତ
							ଉଦାହରଣ : 
							ସେ ବାମମାର୍ଗର ସମର୍ଥକ
							
ସମକକ୍ଷ : ବାମପଂଥ, ବାମପକ୍ଷ, ବାମମାର୍ଗ
ଅନ୍ୟ ଭାଷାରେ ଅନୁବାଦ :
The ideology of the political left. Belief in or support of the tenets of the political left.
leftism