ଅର୍ଥ : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ
							ଉଦାହରଣ : 
							ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି
							
ସମକକ୍ଷ : ବାରଂଡା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
							ଉଦାହରଣ : 
							ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
							
ଅନ୍ୟ ଭାଷାରେ ଅନୁବାଦ :
Projection that extends beyond or hangs over something else.
overhang