ଅର୍ଥ : ପ୍ରତି ବର୍ଷ ଦିଆଯାଉଥିବା କୌଣସି ଶୁଳ୍କ ବା କର
							ଉଦାହରଣ : 
							ମୋତେ  କୋଡ଼ିଏ ହଜାର ଟଙ୍କା ବାର୍ଷିକ କର ଦେବାକୁ ପଡ଼େ
							
ସମକକ୍ଷ : ଖଜଣା, ସାଲିଆନା, ସାଲିୟାନା
ଅନ୍ୟ ଭାଷାରେ ଅନୁବାଦ :
प्रति वर्ष दिया जाने वाला कोई शुल्क या कर।
मुझे बीस हज़ार सालिया भरना पड़ता है।Charge against a citizen's person or property or activity for the support of government.
revenue enhancement, tax, taxationଅର୍ଥ : ବାର୍ଷିକ କର ବା ପ୍ରତି ବର୍ଷ ନିଆ ଯାଉଥିବା କର
							ଉଦାହରଣ : 
							ପ୍ରାଚୀନ କାଳରେ କୃଷକମାନଙ୍କୁ ଅନେକ ପ୍ରକାରର ବାର୍ଷିକ କର ଦେବାକୁ ପଡ଼ୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation