ଅର୍ଥ : କୌଣସି ଜିନିଷର ନିର୍ମାଣ ପାଇଁ ସେଥିରେ ଲାଗିଥିବା ବସ୍ତୁମାନଙ୍କୁ ବ୍ୟବସ୍ଥିତ ରଖିବାର କ୍ରିୟା
							ଉଦାହରଣ : 
							ଆମ ସହର ଦେଇ ରେଳ ଲାଇନ୍ ବିଛାର ଯୋଜନା ଅଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ବିଛାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ବିଛାରାଶିରେ ଥାଏ
							ଉଦାହରଣ : 
							ବିଛାରାଶିପାଇଁ ଏବର୍ଷ ଫଳଦାୟକ
							
ସମକକ୍ଷ : ବିଛାରାଶି, ବୃଶ୍ଚିକ, ବୃଶ୍ଚିକରାଶି
ଅନ୍ୟ ଭାଷାରେ ଅନୁବାଦ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृश्चिकराशि में हो।
वृश्चिकराशिवालों के लिए यह वर्ष फलदायी है।