ଅର୍ଥ : ବିଛଣା, କପଡ଼ାଆଦି ଭୂମି ଉପରେ ବା କୌଣସି ସମତଳ ବସ୍ତୁଆଦି ଉପରେ ସଂପୂର୍ଣ୍ଣ ଦୂରତା ପର୍ଯ୍ୟନ୍ତ ବିସ୍ତାର କରିବା
							ଉଦାହରଣ : 
							ସେ ଖଟ ଉପରେ ଚଦର ବିଛାଇଲା
							
ସମକକ୍ଷ : ବିସ୍ତାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଛାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ଆଈ ଚାକରାଣୀଦ୍ୱାରା ବିଛଣା ବିଛାଇଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରିକୁ ବିସ୍ତୃତ ହେବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ଗୀତା ଚାକରଦ୍ୱାରା ଖରାରେ କପଡ଼ା ବିଛାଉଛି
							
ସମକକ୍ଷ : ବିସ୍ତାର କରାଇବା
ଅନ୍ୟ ଭାଷାରେ ଅନୁବାଦ :