ଅର୍ଥ : ବିଦେଶର ବାସିନ୍ଦା
							ଉଦାହରଣ : 
							ଆମ୍ଭେମାନେ ଆମଦେଶକୁ ଆସୁଥିବା ବିଦେଶୀମାନଙ୍କୁ ସମ୍ମାନ କରିବା ଉଚିତ୍
							
ସମକକ୍ଷ : ପରଦେଶୀ
ଅନ୍ୟ ଭାଷାରେ ଅନୁବାଦ :
A person who comes from a foreign country. Someone who does not owe allegiance to your country.
alien, foreigner, noncitizen, outlanderଅର୍ଥ : ଅନ୍ୟ ଦେଶରେ ରହୁଥିବା ଲୋକ
							ଉଦାହରଣ : 
							ପ୍ରତିଦିନ ଭାରତକୁ କେତେକ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
जो दूसरे देश का रहनेवाला हो या दूसरे देश में पैदा हुआ हो।
भारत में कई विदेशी पर्यटक प्रतिदिन आते हैं।